ବେଆଇନ ପାର୍କିଂ କଲେ ଚକରେ ପଡ଼ିବ ତାଲା, ୫୦୦ ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ସଦୃଢ କରିବା ପାଇଁ ଅଣ୍ଟା ଭିଡିଛି ପୁଲିସ । ରାଜଧାନୀରେ ବେଆଇନ ପାର୍କିଂ ଉପରେ ରୋକ ଲଗାଯାଇଛି । ଭୁବନେଶ୍ୱରରେ ବେଆଇନ ପାର୍କିଂ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି କମିସନରେଟ ପୁଲିସ । ଏଣିକି ରାଜଧାନୀରେ ବେଆଇନ ପାର୍କିଂ କଲେ ଗାଡି ଚକରେ ତାଲା ପକାଯିବ । ଏହାଛଡା ବେଆଇନ ପାର୍କିଂ ପାଇଁ ୫୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ ବୋଲି … Continue reading ବେଆଇନ ପାର୍କିଂ କଲେ ଚକରେ ପଡ଼ିବ ତାଲା, ୫୦୦ ଟଙ୍କା ଜରିମାନା